ଆଉ କାମଚଳା ନୁହେଁ ଏଣିକି ସ୍ଥାୟୀ ପରିବର୍ତ୍ତନ ଦରକାର .. ଏଭଳି ଦାବି ଦଳରେ ବରିଷ୍ଠ ନେତା ମାନେ ଉଠେଇଲେଣି । ଏହାରି ଭିତରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରୀ ବାସ ଭବନରେ କଂଗ୍ରେସ ନେତାଙ୍କ ମେଳି ଦେଖିବାକୁ ମିଳିଛି । ତାରା ପ୍ରସାଦ ବାହିନୀପତିଙ୍କୁ ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ଏକାଠି ହୋଇଛି । ଆଜି ବିଧାୟକଙ୍କ ସରକାରୀ ବାସ ଭବନରେ ନୁଆଖାଇଁରେ ଏକାଠି ଦେଖିବାକୁ ମିଳିଥିଲା ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0