spot_img

ଦ୍ରୁତତମ ଧାବକ ଉସେନ ବୋଲ୍ଟ କରୋନା ପଜିଟିଭ ..

ଧାବକ ଉସେନ ବୋଲ୍ଟ କରୋନା ଭାଇରସ ସଂକ୍ରମଣ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୩୪ତମ ଜନ୍ମଦିନ ଅବସରରେ ବଲ୍ଟେ ଇଂଲିସ ଫୁଟବଲ ଖେଳାଳୀ ରହିମ ଷ୍ଟଲ ଓ କ୍ରିକେଟର କ୍ରିସ ଗେଲଙ୍କ ସହ ମିଶି ଜାମାଇକାରେ ପାର୍ଟି କରିଥିଲେ । ଏହାର ଦିନକ ପରେ ସେ କରୋନା ପଡିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular