ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୪୪୮ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୯ ଜଣ, ବରଗଡ ୭ ଜଣ, ଭଦ୍ରକ ୭ ଜଣ, ବଲାଙ୍ଗୀର ୪ ଜଣ, କଟକ ୨୮ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୧୮୩ ଜଣ, ଜଗତସିଂହପୁର୨ ଜଣ, ଯାଜପୁର ୪ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ୭ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଧୁଝର ୬ ଜଣ, ଖୋର୍ଦ୍ଧା ୫୭ ଜଣ, କୋରାପୁଟ ୩ ଜଣ, ମାଲକାନଗିରି ୪ ଜଣ, ମୟୁରଭଞ୍ଜ ୩ ଜଣ, ନବରଙ୍ଗପୁର ୧ ଜଣ, ନୟାଗଡ ୧୨ ଜଣ, ପୁରୀ ୧୧ଜଣ, ରାୟଗଡା ୨୧ ଜଣ, ସମ୍ବଲପୁର ୧୪ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୩୩ ଜଣଙ୍କର ମୃତ୍ୟୁ ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0