କନ୍ଧମାଳ: ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବ୍ୟଙ୍କକୁ ସିଲ କରିଛି ପ୍ରଶାସନ । କନ୍ଧମାଳ ଜିଲ୍ଲାର ତୁମୁଡି ବନ୍ଧ ଷ୍ଟେଟବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ କର୍ମଚରୀଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0