ଫ୍ୱୋଷ୍ଟଇଣ୍ତିଜି ର ଅଲରାଉଣ୍ତର ବ୍ରାଭୋ ବୁଧବାର ପ୍ରଥମ କ୍ରିକେଟର ଭାବରେ ବି-୨୦ କ୍ରିକେଟର ୫୦୦ ଫ୍ୱେକେଟ ନେଇଛନ୍ତି । କାରବିଆନ ପ୍ରିମିୟର ଲିଗ୍ରେ ସେଣ୍ଟଜୁସିଆ ଲିଗ୍ରେ ସେଣ୍ଟ ଲୁସିଆ ଜୁଜ୍ୁଙ୍କ ବିପକ୍ଷରେ ଟ୍ରିନିବାଗୋ ନାଇଟ ରାଇର୍ଡସ ପାଇଁ ଖେଳିବା ସମୟରେ ବ୍ରାଭେ ଏହି ସଫଳତା ପାଇଛନ୍ତି । ବୁଧବାର ମ୍ୟାଚର ପ୍ରଥମ ଓଭରରେ ସେଣ୍ଟ ଲୁସିଆ ଜୁଜୁ ଓପନର ରହିକିମ୍ ଆଉଟ କରିବା ପରେ ବ୍ରାଭେ ଏହି ମାଇଲଖୁଣ୍ଟ ତିଆରି କରିଛନ୍ତି । ବି-୨୦ କ୍ରିକେଟ ଇତିହାସରେ ଅନ୍ୟ କୌଣସି ବୋଲର ୪୦୦ ଫ୍ୱିକେଟ ମଧ୍ୟ ଅତିକ୍ରମ କରିନାହାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0