ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩୬ଟି ଗେଟ ଖୋଲାଯାଇଛି । ଗେଟ ଖୋଲିବା ଦ୍ୱାରା ଫୁଲୁଛି ମହାନଦୀ । ସୂଚାନ ମୁତାବକ, ହୀରାକୁଦ ଡ୍ୟାମର ଆଜି ସକାଳେ ୩୨ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ଆଉ ୪ଟି ଗେଟ ଖୋଲାଯାଇ ମୋଟ ୩୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୩୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0