ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୁରିଲା ୬ବର୍ଷ । ୨୦୧୪ ମସିହା ଅଗଷ୍ଟ ୧୫ତାରିଖ ଦିନ ସ୍ୱାଧିନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧମନ ଘୋଷଣା କରିଥିଲେ । ଜନ ଧନ ଯୋଜନାର ୬ବର୍ଷ ପୁର୍ତ୍ତି ଅବସରରରେ ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଛନ୍ତି । ଏହାକୁ ସଫଳ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ପ୍ରଂଶାସ କରିଛନ୍ତି । ଏଥିସହ ଟୁଇଟ କରି କହିଛନ୍ତି ଏହା ଦ୍ୱାରା କେତେକ ପରିବାର ନିରାପଦ ସହ ସୁରକ୍ଷିତ ମଧ୍ୟ ପୋଇପାରିଲେ । ଜନଧନ ସଫଳ କରାଇବାରେ ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0