ରାଜ୍ୟରେ ବନ୍ୟା ସ୍ଥିତି । ଲଘୁଚାପ ବର୍ଷା କାରଣରୁ ରାଜ୍ୟରେ ଉପୁଜିଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଧିରେ ଧିରେ ସୁଧାର ମଧ୍ୟ ଆସିଛି । ଏହି ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ।
ଅନ୍ୟପକ୍ଷେ ହୀରାକୁଦକୁ 8 ଲକ୍ଷ 20 ହଜାର ଘନଫୁଟ ଜଳ ପ୍ରବେଶ କରୁଛି । 46ଟି ଗେଟ ଜରିଆରେ 7 ଲକ୍ଷ 65 ହଜାର ଘନଫୁଟ ଜଳ ନିଷ୍କାସନ ହେଉଥିବାବେଳେ ମୁଣ୍ଡୁଳିରେ 10 ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏହାସହ ରାଜ୍ୟରେ ଏପର୍ଯ୍ୟନ୍ତ 32ଟି ଘାଇ ସୃଷ୍ଟି ହେଲାଣି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0