spot_img

ଲମ୍ବା ସମୟ ବ୍ୟବଧାନରେ ଦଳକୁୂ ଫେରିଲେ ଭୁବନେଶ୍ୱର

ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସେପ୍ଟେମ୍ବର ୧୯ରେ ଦୁବାଇରେ ହେବାକୁ ଥିବା ଆଇପିଏଲରେ ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବେ । ଭାରତୀୟ ଦଳ ସହ ଥିବା ଅନେକ ବର୍ଷର ଅଭିଜ୍ଞତା ତାଙ୍କୁ ଅନେକାଂଶରେ ବଦଳାଇ ଦେଇଥିବା ସେ କହିଛନ୍ତି । ଆଇପିଏଲ ୱେବସାଇଟ ଅନୁସାରେ ସେ କହିଛନ୍ତି କି ସେ କିଛି ବର୍ଷ ଭିତରେ ଏକ କ୍ରିକେଟର ଭାବେ ନିଶ୍ଚିତ ରୂପେ ବଦଳିଛନ୍ତି । ଖେଳିବା ସହିତ ବୋଲିଂର ବିଭିନ୍ନ ପ୍ରକାର ଭେଦକୁ ମଧ୍ୟ ଶିଖିପାରିଛନ୍ତି ବୋଲି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରୁ ସେ ଆଘାତଜନିତ ସମସ୍ୟା ଯୋଗୁଁ ଦଳରୁ ଦୂରେଇ ରହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular