spot_img

ଏଲଏସିରେ ସ୍ଥିତି ସମୀକ୍ଷା କଲେ ଏନଏସଏ ମୁଖ୍ୟ ଅଜିତ୍ ଡୋଭାଲ୍

ନୂଆଦିଲ୍ଲୀ: ପୁଣି ଥରେ ସୀମା ବିବାଦକୁ କେନ୍ଦ୍ର କରି ଭାରତ-ଚୀନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏଲଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଛନ୍ତି । ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ସେନାର ବ୍ରିଗେଡ କମାଣ୍ଡରଙ୍କ ସହ ଚୀନ୍ ପ୍ରତିପକ୍ଷ ବୈଠକ ଚଳାଇଥିବା ବେଳେ ସୀମାରେ ପହଁଞ୍ଚି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ ଶନିବାର ଓ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍ ସେନାୀର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ରୋକିବା ପରେ ସୃଷ୍ଟି ହୋଇଛି ଉତ୍ତେଜନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular