ଆନନ୍ଦପୁର : ଛୁଆ ଚୋର ଉଦ୍ୟମ ବେଳେ ବିଫଳ । ଶେଷରେ ଅଭିଯୁକ୍ତ ଗ୍ରାମବାସୀଙ୍କ ଦ୍ୱାରା ଧରା ହୋଇ ଥାନାରେ ଅଟକ । ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିସlଳୟ ପରିସରରୁ ଛୁଆ ଚୋରକୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି । ସମ୍ପୃକ୍ତ ଛୁଆ ଚୋରଟି ଘଷିପୁରା ବ୍ଲକ ନିକଟରେ ଛୁଆକୁ ଧରିବାକୁ ଉଦ୍ୟମ କରୁଥିଲା । ସେହି ସମୟରେ ସ୍ଥାନୀୟ ଲୋକାମାନେ କାବୁ କରିନେଇଥିଲେ । ପରେ ଗଷିପୁରା ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରକୁ ନେଇ ପଚରାଉଚରା କରୁଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0