spot_img

ମରୁଭୂମିରେ ଫୁଟି ଛି ଫୁଲ

ଭୋଗରାଇ ବ୍ଲକ କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ବହୁ ବର୍ଷ ଧରି ମରୁଭୂମି ଅବସ୍ଥାରେ ପଡ଼ି ରହଥିଲା । ଆଜି ସେଇ ମରୁଭୂମିକୁ ସୁନ୍ଦର ଫୁଲ ର ବଗିଚା ରେ ସଜ୍ଜିତ କରିଛନ୍ତି ଅଧ୍ୟକ୍ଷ ସରୋଜ ରଞ୍ଜନ ସେନାପତି । ଛାତ୍ର ଛାତ୍ରୀଙ୍କ ସହ ଯୋଗରେ ଏ ଭଳି ଏକ ବଗିଚା ଟିଏ ଗଢ଼ି ତଳି ଛନ୍ତି। ବଗିଚା କୁ ଦେଖି ଗ୍ରାମର ଲେକ ମାନେ ବହୁତ ଖୁସି ହେବା ସହ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular