ବିଧାନସଭା ଶୀତ ଅଧିବେଶନର ଗୁରୁବାର ଦ୍ବିତୀୟ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସୂଚାନଯୋଗ୍ୟ ଯେ ହତ୍ୟା, ଗଣଦୁଷ୍କର୍ମ, ନାବାଳିକା ଚାଲାଣ, ମହିଳାଙ୍କୁ ଅସମ୍ମାନ, ଆଇନ ଶୃଙ୍ଖଳାର ଅବନତି, ଅପ୍ରସହ ରୋକିବାରେ ରାଜ୍ୟ ସରକାରଙ୍କ ନାହିଁ ନିୟନ୍ତ୍ରଣ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ବିଜେପି ପକ୍ଷରୁ ଦିଆଯାଇଥିଲା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0