spot_img

JNU ଛାତ୍ରଙ୍କ ବିକ୍ଷୋଭ : ବାବ୍ରି ମସଜିଦ ନିର୍ମାଣ ପାଇଁ କଲେ ଦାବି

ଜବାହାରଲାଲ ନେହୁରୁ ୟୁନିଭର୍ସିଟି ପୁଣି ଥରେ ଚର୍ଚ୍ଚାରେ | ଗତକାଲି ରାତିରେ JNUର ଛାତ୍ର ମାନେ ବାବ୍ରି ମସଜିଦ ନିର୍ମାଣ ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | 6 ଡିସେମ୍ବର 1992 ରେ ଅଯୋଧ୍ୟାର ବାବ୍ରି ମସଜିଦ ଭଙ୍ଗା ଯାଇଥିଲା | ଯାହା ବିରୁଦ୍ଧରେ JNU ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | JNU ଛାତ୍ରସଙ୍ଘର ଉପାଧ୍ୟକ୍ଷ ସାକେତ ମୁନ ଏବଂ ଉପସ୍ଥିତ ଥିବା ପୁରାତନ କର୍ମକର୍ତ୍ତା ମାନେ ବାବ୍ରି ମସଜିଦ ପୁଣି ଥରେ ନିର୍ମାଣ କରାଯାଉ ବୋଲି ଦାବି କରିଥିଲେ | ଇଏ ସେହି ଜାଗା ଯେଉଁଠି ହିନ୍ଦୁ ମୁସଲିମ ଦଙ୍ଗା ହୋଇଥିଲା | ଏଠି ମସଜିଦକୁ ଭଙ୍ଗା ଯାଇ ଅନ୍ୟାୟ ହୋଇଛି | ଆଉ ଥରେ ମସଜିଦ ନିର୍ମାଣ କରି ଏଠି ନ୍ୟାୟ ପ୍ରଦାନ କରନ୍ତୁ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular