ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରୀ ଶକ୍ତିଶାଳୀ ହୋଇଯାଉଛନ୍ତି । କାରଣ କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନେଉନାହିଁ । ସେ କହିଛନ୍ତି ଯେ କଂଗ୍ରେସ ନିଷ୍ପତ୍ତି ନେଇ ପାରୁ ନାହିଁ ସେଥିପାଇଁ ଆଜି ଦେଶ ଭୋଗୁଛି । କେବଳ କଂଗ୍ରେସ ପାଇଁ ମୋଦି ଶକ୍ତିଶାଳୀ ହୋଇଛନ୍ତି । ଭାଜପା ଅଚ୍ଛେ ଦିନ ର ଯେଉଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଏବେ ସେମାନେ ଦେଶକୁ ଭାଙ୍ଗିବାରେ ଲାଗି ପଡିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0