spot_img

ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କମିଲା ୨୩୦ କୋଟି

ନୂଆଦିଲ୍ଲୀ: ଆର୍ଥିକ ୨୦୨୧-୨୨ ବର୍ଷର ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ କ୍ରୀଡ଼ା ବାବଦକୁ ଯେତିକି ଅର୍ଥ ଗତ ବଜେଟରେ ମିଳିଥିଲା, ସେଥିରେ ହ୍ରାସ କରାଯାଇଛି । ଚଳିତ ବର୍ଷ ମୋଟ୍ ୨୫୯୬.୧୪ କୋଟି ଟଙ୍କା କ୍ରୀଡ଼ା ପାଇଁ ବ୍ୟୟ ବରାଦ ହେବା ନେଇ ଘୋଷଣା କରାଯାଇଛି । ଯାହା ଗତ ବଜେଟରେ ୨୮୨୬.୯୬ କୋଟି ଟଙ୍କା ଥିଲା । ତେଣୁ ଏଥର ପୂର୍ବାପେକ୍ଷା ୨୩୦.୭୮ କୋଟି ଟଙ୍କା କମିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular