ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମିତିର ପ୍ରତି ଦୁଇ ମାସରେ ହେଉଥିବା ବୈଠକ ଆଜି ଠାରୁ ଆରମ୍ଭ ହୋଇଛି | ଉକ୍ତ ବୈଠକ ଏମିତି ସମୟରେ ହେଉଛି ଯେ କରୋନାର ନୂଆ ଭାରିଆଣ୍ଟ ଦେଶରେ ଅନିଶ୍ଚିତତା ଦେଖାଯାଇଛି | ମହାମାରୀ ସମୟରେ ଦେଶରେ ଅର୍ଥନୀତି ଅବସ୍ଥା ଭୁଷୁଡ଼ି ପଡିଥିଲା ବର୍ତ୍ତମାନ ପରିସ୍ଥିତି ଟିକେ ସୁଧୁରୁଥିବା ବେଳେ ପୁଣି ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ତାର କାୟା ବିସ୍ତାର କରି ଚାଲିଛି | ଅର୍ଥନିତୀନଜ୍ଞଙ୍କ ମତାମତ ଅନୁସାରେ ବର୍ତ୍ତମାନ ଆରବିଆଇ ଅପେକ୍ଷା ଓ ଦେଖିବା ଭଳି ରଣନୀତି ପ୍ରସ୍ତୁତ କରିଛି | ରେପୋ ରେଟ ବର୍ଦ୍ଧତା ବର୍ତ୍ତମାନ ପାଇଁ ସ୍ଥିର ରହିବ |



Visitors Today : 1
Total Visitors : 129310
Total Views : 9890516
Visitors Online Now : 0