ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଗତକାଲି କହିଛନ୍ତି RSS କୌଣସି ସୈନ୍ୟ ସଂଗଠନ ନୁହେଁ ବରଂ ତାହା ଏକ ପାରିବାରିକ ବାତାବରଣ | ଗତ ଗୁରୁବାର ଦିନ ଘୋଷ ଶିବିରକୁ ସମ୍ବୋଧିତ କରିବା ପାଇଁ ଗୁଆଲିଅରରେ ପହଁଚି ଥିଲେ ମୋହନ ଭାଗବତ | RSS ର କର୍ମକର୍ତ୍ତା ମାନେ ସବୁବେଳେ ଦେଶକୁ ଏକାଠି କରି ରଖିବାକୁ ଚାହାନ୍ତି | କିନ୍ତୁ ଆମେ ସୈନିକ ନୁହେଁ | ସେ କହିଛନ୍ତି ଅନ୍ୟ ଦେଶରେ ସଂଗୀତକୁ ମନୋରଞ୍ଜନ ବୋଲି ଭାବନ୍ତି କିନ୍ତୁ ଆମ ଭାରତରେ ସଂଗୀତକୁ ଆତ୍ମୀୟ ଶାନ୍ତି ବୋଲି ବିବେଚନା କରାଯାଏ |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0