ପୁରୀ: ଡେଲାଙ୍ଗ ବ୍ଲକ ରେ ଗ୍ରାମୀଣ ପାର୍କ ଉଦ୍ଘାଟନ ସହିତ ଶ୍ରମିକ କାର୍ଡ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁଆଳିପଡା ପଞ୍ଚାୟତର ହୁମର ଗାଁ ରେ ନିର୍ମିତ ପାର୍କ ଓ ପାଠାଗାର କୁ ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସହ ସମ୍ମାନୀୟ ଅତିଥି ଭାବେ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଡେଲାଙ୍ଗ ବ୍ଲକର ମୋଟ ୭ହଜାର ହିତାଧିକାରୀ ନୂତନ ଭାବେ କାର୍ଡ ପାଇବାକୁ ଥିବାବେଳେ ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ମାନଙ୍କୁ ପ୍ରତି ପଞ୍ଚାୟତରେ କାର୍ଡ ବାଣ୍ଟିବେ ବୋଲି ବିଧାୟକ କହିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0