spot_img

ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଲେ ସମୀର ରଞ୍ଜନ ଦାଶ

ସେପ୍ଟେମ୍ବର ୨୦ ତାରିଖରେ ଝାଡ଼ଖଣ୍ଡ ସରକାର କରିଥିବା ନୋଟିଫିକେସନ ଅନୁସାରେ ପାଠ୍ୟକ୍ରମର ବାଦ୍ ପଡ଼ିନି। ଓଡ଼ିଆ କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଆଞ୍ଚଳିକ ଭାଷା ଥିବା ବେଳେ ଓଡ଼ିଆ ବାଦ୍ ପଡ଼ିଛି। ଏହା ସହ ବିଭିନ୍ନ ରାଜ୍ୟରେ ଉତ୍କଳ ସମ୍ମିଳନୀ ଜରିଆରେ ୧୬୦ ଜଣ ଓଡ଼ିଶା ଶିକ୍ଷକ ଦିଆଯାଇଛି। ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ଦ୍ଵନ୍ଦ୍ୱ ସୃଷ୍ଟି କରିଛି। ସେମିତି ହୋଇ ନାହିଁ।ଶିକ୍ଷକମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲା,ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular