spot_img

ୟୁକୋ ବ୍ୟାଙ୍କ୍ ଝରକା ଭାଙ୍ଗି ଲୁଟ୍

ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ । ୫୫ ନମ୍ବର ଜାତୀୟ ରାଜପଥ ଖୁଣ୍ଟୁଣୀ ଥାନା ନିକଟରେ ଥିବା ୟୁକୋ ବ୍ୟାଙ୍କରୁ ଲୁଟ୍ କଲେ ଲୁଟେରା । ୟୁକୋ ବ୍ୟାଙ୍କର ଝରକା କାନ୍ଥ ଭାଙ୍ଗି ଲୁଟେରା ଲୁଟ୍ କରିଛନ୍ତି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍ ଘଟିଥିବା ବେଳେ ବୁଧବାର ବ୍ୟାଙ୍କ ଖୋଲିବା ପରେ ଲୁଟ୍ ସମ୍ପର୍କରେ ଜଣାପଡିଥିଲା । ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular