ଯାଜପୁର: ଟଙ୍କା ସହ ସୁନା ଗହଣା ଲୁଟ। ଯାଜପୁର ଜିଲ୍ଲାରବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମରେ ଘଟିଛି ଏହି ଘଟଣା । ଗ୍ରାମର କୁଳମଣି ସାହୁଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୁତ ତାଲା ଭାଙ୍ଗି ସୁନା ଗହଣା ଲୁଟ କରିଛନ୍ତି । ପ୍ରାୟ ୨୫୦୦୦ ଟଙ୍କାରୁ ୫୦୦୦୦ ଟଙ୍କାର ସୁୀନା ଗହଣା ଲୁଟ ହୋଇଛି । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0