ପାଟନା: ବିହାର ନିର୍ବାଚନ ପାଇଁ ଏନଡିଏ ଜୋରଦାର ପ୍ରଚାର ଅଭିଯାନ ଚଳାଇଛି । ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବି ବିଜେପି ଓ ଜେଡିୟୁ ପାଇଁ ବିଭିନ୍ନ ଜନସଭାରେ ଯୋଗ ଦେଉଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ୨୩ ଅକ୍ଟୋବରଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ ଟି ରାଲି ହେବ । ଯେଉଁଠାରେ ଜନସଭାକୁ ସମ୍ବୋର୍ଦ୍ଧିତ କରିବେ ମୋଦି । ପ୍ରତ୍ୟେକ ସଭାରେ ମୋଦିଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଯୋଗ ଦେବେ ବୋଲି ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0