spot_img

ଆଖଣ୍ଡଳମଣି ମନ୍ଦିର,ଶିବଗଙ୍ଗା ଓ ଆରଡ଼ୀ ପୀଠରେ ୧୪୪ ଧାରା ଜାରି

ଭଦ୍ରକ: ଆଖଣ୍ଡଳମଣି ମନ୍ଦିର,ଶିବଗଙ୍ଗା ଓ ଆରଡ଼ୀ ପୀଠରେ ଲାଗିଲା ୧୪୪ ଧାରା । କରୋନା କଟକଣାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଆଗକୁ କାର୍ତ୍ତିକ ପୂର୍ଣ୍ଣିମା, ପଞ୍ଚୁକ ଓ ବଇତ ବନ୍ଦାଣ ଉସôବ ଆସୁଥିବାରୁ କଟକଣା ଜାରି କରାଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ପୀଠରେ କଟକଣା ଜାରି ରହିବ । ତେବେ ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular