spot_img

ଖୋଲିଲା ୧୮ ଗେଟ୍

ଖୋଲିଲା ୧୮ ଗେଟ୍, ୩ଦିନ ଧରି ଲଗାଣ ବର୍ଷା ରେ ୨୧ଟି ଜିଲ୍ଲା ପ୍ରଭାବିତ । ପ୍ରାୟ ୨୧ ଲକ୍ଷ ଲୋକ ପ୍ରଭାବିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଗେଟ ଖୋଲା ଯାଉଛି । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମହାନଦୀରେ ଛୋଟ ରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । କିଛି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କା । ବଢୁଛି ଜଳକା ନଦୀ ଜଳ ସ୍ତର । ହୀରାକୁଦ୍ ରେ ଅଧିକ ଗେଟ୍ ଖୋଲିବାକୁ ଆଲୋଚନା ଚାଲିଛି । ୧୩,୮୨୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular