ଜଳେଶ୍ୱର : ଜଳେଶ୍ୱର ପୋଲିସର ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ । ସୂଚନା ମୁତାବକ ଜଳେଶ୍ୱର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଝଡଶ୍ୱରପୁର ବସ୍ତି ଅଂଚଳ ରେ ଚଢ଼ାଉ କରିଥିଲାl ପ୍ରଥମେ ଶେଖ କୋଟା ବାବୁ ନାମକ ବ୍ୟକ୍ତି ଙ୍କୁ ଅଟକ ରଖି ମାଟି ତଳୁ ବ୍ରାଉନ ସୁଗାର ବାହାର କରିଥିଲାl ବାଲି ତଳୁ ୨୫୦ ଗ୍ରାମ ର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ୨୫ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି l ଚଢ଼ାଉ ବେଳେ ପୋଲିସ ହାତରୁ ଖସି ଗଲା ଅଭିଯୁକ୍ତ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0