spot_img

ଖୋର୍ଦ୍ଧାରୁ ପୁଣି ଜବତ ହେଲା ବ୍ରାଉନସୁଗାର

ଖୋର୍ଦ୍ଧା:  ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସାମନ୍ତରାପୁର ଅଞ୍ଚଳରେ ବେଧଡ଼କ ଭାବେ ବ୍ରାଉନ୍‌ ସୁଗର ବେପାର କରୁଥିବା ୩ ଜଣ ବେପାରୀ ଗିରଫ। ଗିରଫ ଦୁଇ ଜଣ ହେଲେ ସ୍ୱପନେଶ୍ୱର ସାହିର ସୁଶାନ୍ତ ମାଝୀ, ଶ୍ରୀକାନ୍ତ ପରମଗୁରୁ ଓ ସାରଥୀ ନାୟକ।

ସେମାନଙ୍କଠାରୁ ୨୬୪ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୪ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଛି ପୋଲିସ। ତା ସହ ଗୋଟିଏ କେଟିଏମ୍‌ ବାଇକ୍‌, ଓଜନ ମେସିନ୍‌, ନଗଦ ୪୧ ହଜାର ଟଙ୍କା ଓ ନାଲି ଜରି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular