spot_img

ରାଜଧାନୀରେ ଆଉ ୩୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ୩୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨୦ରେ ପହଁଚିଛନ୍ତି । ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱରେଣ୍ଟାଇନରେ ୧୭୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୧୫୧ । ଏହାସହ ୧୦୮ଜଣ ଆରୋଗ୍ୟ ଲାଭ କରିଛନ୍ତି ।

 

ସୂଚନାଯୋଗ୍ୟ, ରାଜଧାନୀରେ ଏବେ ସୁଦ୍ଧା ୬୭୨୦ଟି ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ ୪୦୬୧ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସେହିପରି ୩୩ଜଣ ପ୍ରାଣ ହରାଇଥିବା ବେଳେ ୨୬୧୮ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular