ବ୍ୟୁରୋ ରିପୋର୍ଟ: ଚର୍ଚ୍ଚାରେ ସାଉଦୀ ଯୁବରାଜଙ୍କ ରଙ୍ଗୀନ ପାର୍ଟି । ସୁନ୍ଦରୀ ତରୁଣୀ ଏବଂ ଡିଜେ ସହ ୩୬୬ କୋଟି ଟଙ୍କାର ହୋଟେଲରେ ରଙ୍ଗୀନ ପାର୍ଟିରେ ମସ୍ତି କରିଥିଲେ ସାଉଦୀ ଯୁବରାଜ ସଲମାନ । ଏମିତିରେ ତ ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଚର୍ଚ୍ଚାରେ ରହିଆସିଛନ୍ତି । କିଛି ବର୍ଷ ଆଗରୁ ମାଲଦ୍ୱୀପର ଏକ ଆଇଲ୍ୟାଣ୍ଡରେ ବିଶାଳ ପାର୍ଟିର ଆୟୋଜନ କରିଥିଲେ ପ୍ରିନ୍ସ ସଲମାନ । ଏହି ପାର୍ଟିରେ ଅନେକ ଦେଶର ଟପ୍ ଟପ୍ ୧୫୦ ମଡେଲ୍ ଙ୍କୁ ଡକାଯାଇଥିଲା । ମଡେଲ ମାନେ ଦ୍ୱୀପରେ ପହଂଚିବା ପରେ ସେମାନଙ୍କର ସେକ୍ସୁଆଲ ଟ୍ରାନ୍ସମିଟେଡ୍ ଡିଜିଜ୍ ପରୀକ୍ଷା କରାଯାଇଥିଲା । ଏହି ପାର୍ଟି ପାଇଁ ପୂରା ଦ୍ୱୀପକୁ ବୁକ୍ କରିଥିଲେ ଯୁବରାଜ । କେବଳ ପ୍ରିନ୍ସଙ୍କର କିଛି ଖାସ୍ ଲୋକଙ୍କୁ ନିମନ୍ତ୍ରଣ ମିଳିଥିଲା । ପ୍ରାୟ ମାସେ ଧରି ଏହି ରଙ୍ଗୀନ ପାର୍ଟିି ଚାଲିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0