ଭୁବନେଶ୍ୱର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ରାଜ୍ୟରେ ଦୈନିକ ସଂକ୍ରମଣ କମିଛି ଏବଂ ତଳମୁହାଁ ହୋଇଛି କରୋନା ଗ୍ରାଫ । ସାରା ଦେଶରେ ଓଡିଶାର ସୁସ୍ଥ ହାର ମଧ୍ୟ ବେଶ ଭଲ ରହିଛି । ଏନେଇ ମଧ୍ୟ ମଧ୍ୟ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । କରୋନା କଡକଣା ଭିତରେ ପୂଜା ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0