spot_img

କରୋନା ସଂଙ୍କଟ -୫ଲକ୍ଷ କୋଟି ଟଙ୍କା କ୍ଷତି ସହିପାରେ ପର୍ଯ୍ୟଟନ କ୍ଷେତ୍ର

କରୋନା ସଂଙ୍କଟ ପାଇଁ ଘରୋଇ ପର୍ଯ୍ୟଟନ ଓ ଟ୍ରାଭେଲ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ଏହି ସବୁ କ୍ଷେତ୍ରକୁ ୫ଲକ୍ଷ କୋଟି ଟଙ୍କା କ୍ଷତି ହେବା ଅନୁମାନ କରାଯାଉଛି । ଭାରତୀୟ ଶିଳ୍ପ ମହାସଂଘ ଓ ଆତିଥ୍ୟ ପରାର୍ମଶ କମ୍ଫାନୀ ରିପୋର୍ଟ ଅନୁସାରେ କେବଳ ସଙ୍ଗଠିତ ପର୍ଯ୍ୟଟନ ସେକ୍ଟରକୁ ହିଁ ୨୫ଅରବ ଡଲାର କ୍ଷତି ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular