ମାଲକାନଗିରି: ମାଲକାନଗିରିରେ ଚାଲିଛି ସରୋରୋଜିକାଲ ସର୍ଭେ । ରିପୋର୍ଟ ଆଧାରରେ ଜିଲ୍ଲାର ସହରାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି । ୧ହଜାର ୬୧୩ ନମୁନା ନେଇ ସରୋରୋଜିକାଲ ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଗ୍ରାମାଞ୍ଚଳରେ ମଧ୍ୟ ସର୍ଭେ ଜାରି ରହିଛି । ପୂର୍ବରୁ ଗଜପତି ଜିଲ୍ଲାର ୬୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0