କଟକ: ବଡ ଡାକ୍ତରଖାନାରେ ୫୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ହସ୍ପିଟାଲରେ ୮୦ଟି ଆଇସିୟୁ ବେଡର ବ୍ୟବସ୍ଥା ରହିଥିବା ବେଳେ ଏସସିବି ନୁ୍ୟ ମେଡିସିନ ୱାର୍ଡରେ ୨୦୦ ବେଡ୍, ଆଇସୋଲେସନ ୱାର୍ଡରେ ୨୭୦, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ୩୦ ବେଡ୍ ରହିଛି । ସେହିପରି ଗୋଟିଏ ଓଟି ଓ ୧୦ ଟି ଲେବର ଟେବୁଲ ବ୍ୟବସ୍ଥା ରହିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0