spot_img

ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିୟାନ

ଭୁବନେଶ୍ୱର : ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଶ୍ରୀ ଭି କାର୍ତିକାୟାନ ପାଣ୍ଡ୍ୟାୟାନ ସମ୍ବଲପୁର ଓ ରାଉରକେଲା ପରେ ଏବେ ବରଗଡ଼ ଓ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି । ବରଗଡ଼ରେ ଅବସ୍ଥିତ ନୃଶିଙ୍ଘ ମନ୍ଦିର ଓ ପାଇକମାଲ , ବଲାଙ୍ଗୀର ରେ ଥିବା ହରିଶଙ୍କର ମନ୍ଦିର ଦେଖିବା ସହ ଏହାକୁ ଅଧିକ ଉନ୍ନତି କିଭଳି କରାଯିବ ସେ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ଶାସନସଚିବ ଓ ୫ଟି ସଚିବ ସମେତ ଜଳସମ୍ପଦ ସଚିବ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅସିତ ତି୍ରପାଠୀ ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular