spot_img

୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ

ମାଲକାନଗିରି: ସୀମାନ୍ତରେ ଲାଲ ବାହିନୀକୁ କଡା ଝଟକା । ୬ ମାଓ କ୍ୟାମ୍ପ ଧ୍ବଂସ କଲେ ଯବାନ୍ । ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କଲେ ଡିଆରଜି ଯବାନ । ଗତକାଲି ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଡିଆରଜି ଯବାନ ଆହତ ହୋଇଥିଲେ । ଯବାନଙ୍କ ପାଲଟା ଗୁଳିରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ଏହି ଅପରେସନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

- Advertisment -

Most Popular