ଭୁବନେଶ୍ୱର: ଆଜି ୭୧ତମ ବନ ମହୋତ୍ସବ । ଏହି ଅବସରରେ ଭୁବନେଶ୍ୱର ଘାଟିକିଆ ଗ୍ରାମ୍ୟ ମନ୍ଦିର ଉଦ୍ୟାନରେ ୭୧ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଆଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଘାଟିକିଆ କମ୍ୟୁନିଟି ସେଣ୍ଟରରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦିଲ୍ଲିପ ମାଝୀ ଏବଂ ବହୁ ସମାଜସେବୀ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0