ଶ୍ରୀନଗର ୧୯।୦୬: କାଶ୍ମୀରରେ ଭାରତୀୟ ସେନାଙ୍କ ଅପରେନସନ। ଏନ୍କାଉଣ୍ଟରରେ ଟଳି ପଡ଼ିଲେ ୮ ଆତଙ୍କବାଦୀ । ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍କାଉଣ୍ଟର୍ ଏବେ ମଧ୍ୟ ପାମ୍ପୋର୍ ଏବଂ ସୋପିଆଁରେ ଜାରି ରହିଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନ୍କରାଉଣ୍ଟର କରି ୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ଅନୁସାରେ ,ଜାମ୍ମୁକାଶ୍ମୀର ସୋଫିଆନ୍ରେ ୫ ଓ ପାମ୍ପୋରରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଏହି ଦୁଇ ଅଞ୍ଚଳରେ ପୂର୍ବରୁ ହଁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଗତକାଲି ରାତି ସାରା ଅପରେସନ୍ ଚାଲିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳୁ ସକାଳୁ ଯବାନମାନେ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଥିଲା



Visitors Today : 0
Total Visitors : 130166
Total Views : 9891611
Visitors Online Now : 0