spot_img

ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ କରୋନା ପଜିଟିଭ

ନୂଆଦିଲ୍ଲୀ: ବିଜେପି ସାଂସଦ ରୀତା ବାହୁଗୁଣା ଯୋଶୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଲକ୍ଷୋ÷୍ନର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଗଳା ଯନ୍ତ୍ରଣା ସହ ଅସୁସ୍ଥ ଅନୁଭବ କରୁଥିଲେ । ତେଣୁ ତାଙ୍କର ସ୍ୱାବ ନମୁମା ଯାଞ୍ଚ କରାଯାଇଥିଲା । ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular