spot_img

ଦୟାନଦୀକୁ ଡେଇଁଲେ ଯୁବକ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର: ପ୍ରତିଦିନ ଆମ ଚାରିପାଖେ ଘଟଣା ଦୁର୍ଘଟଣାମାନ ଘଟିଥାଏ । ଜଣେ ଯୁବକ ଭରା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ବନ୍ୟା ପାଇଁ ଏବେ ସବୁ ନଦୀରେ ଭରପୂର ଜଳ ପ୍ରବାହିତ ହେଉଛି । ଏଭଳି ପରିସ୍ଥିତିରେ ଭୁବନେଶ୍ୱର ଧଉଳିଠାରେ ଦୟାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ । ପ୍ରେମିକା ସହ ଝଗଡା ପରେ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular