spot_img

ରହସ୍ୟ ଖୋଲିଲେ ଆଦିତ୍ୟଙ୍କ ମା ..

ସମାଜସେବୀ ଆଦିତ୍ୟ ଦାଶ ମୃତୃ୍ୟ ଘଟଣା ଦିନକୁ ଦିନ ରହସ୍ୟମୟୀ ହେବାରେ ଲାଗିଛି । ସାଇକୋ ଲେଡିର ସଂପୃକ୍ତି ଥିବା ଆଦିତ୍ୟଙ୍କ ବାପା ଗତ କିଛିଦିନ ତଳେ କହିଥିବାବେଳେ ଏନେଇ ।ଜି ଆଦିତ୍ୟଙ୍କ ମା ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇଛନ୍ତି ।ସେ କହିଛନ୍ତି ଆଦିତ୍ୟଙ୍କ ମୃତୃ୍ୟ ପଛରେ ସାଇକୋ ଲେଡିର ହାତ ରହିଥିବା ଆମେ ସନେ୍ଦହ କରୁଛୁ । ସଂପୃକ୍ତ ଯୁବତୀଜଣଙ୍କ ଏକତରଫା ପ୍ରେମ ଭଲ ପାଉଥିଲେ । ଏପରିକି ବାହା ନହେଲେ ହାତକାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲେ । ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବଦ୍ଧ ହେବା ଦିନ ସେ ଖୋଲା ଧମକ ଦେଇଥିଲେ । ଏସବୁ ନେଇ କ୍ରାଇମବ୍ରାଂଚ ତଦନ୍ତ କରିବା ସହ ଦୋଷୀକୁ ଫାଶୀ ମିଳୁ ବୋଲି କହିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular