spot_img

ପୁଣି ବଢିଲା ସୁନାଦର …

ଗତ ଦୁଇଦିନ ଧରି ସୁନା ରୁପା କମିବା ପରେ ପୁଣି ଆଜି ସୁନା ଦର ବଢିବାରେ ଲାଗିଛି । ଦିନ ସାରା ସୁନା ଦର ବଢିବା ପରେ ୨୪ କ୍ୟାରେଟ ସୁନା ମୁଲ୍ୟ ୫୧ହଜାରକୁ ବୃଦ୍ଧି ପାଇଛି ।ଆଗ ତୁଳନାରେ ବର୍ତ୍ତମାନ ସୁନା ୧୦ ଗ୍ରାମ ପ୍ରତି ୧୬୫ ଟଙ୍କା ମହଙ୍ଗା ହୋଇ ୫୧ ହଜାର ୯୨ଟଙ୍କାରେ ପହଂଚିଛି । ରୁପା କିଲୋ ପ୍ରତି ୮୫୯ଟଙ୍କା କ୍ଷତିର ସହ ୬୩ ହଜାର ୫୩୪ ଟଙ୍କା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular