ଆଇପିଏଲ-୧୩ ସିଜିନର ଖେଳ ସୂଚୀ ଆସନ୍ତା ରବିବାର ପ୍ରକାଶ କରାଯିବ । ଏନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ଦିନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ୧୯ ଡ଼ିସେମ୍ବରରେ ହେବାକୁ ଥିବା ଆଇପିଏଲର ତାରିଖ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବିସିସିଆଇ ଖେଳସୂଚୀ ପ୍ରକାଶ କରିବାରେ ଏତେ ବିଳମ୍ବ କଣ ପାଇଁ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କିଛି ଫ୍ରାଞ୍ଚାଇଜ ଭାରତୀୟ ବୋର୍ଡ଼କୁ ଯେତେ ଶୀଘ୍ର ଖେଳସୂଚୀ ଜାରି କରିବା ପାଇଁ ଅନୁରୋଧ କରିଛନ୍ତି ଯାହାଦ୍ୱାରା ସବୁ ଟିମ ସୂଚୀ ଅନୁସାରେ ନିଜକୁ ପ୍ରସ୍ତୁତ କରିପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0