ନୂଆଦିଲ୍ଲୀ: ଲାଦାଖର ପ୍ୟାଙ୍ଗୋଙ୍ଗ ଇଲାକାରେ ଭାରତର ପ୍ରସ୍ତୁତି ଜୋରଦାର ଚାଲିଛି । ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)କୁ ବୋଫର୍ସ କମାଣ ପଠାଯାଉଛି । ଏହା ଭିତରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଚୀନ ବିଦେଶ ମନ୍ତ୍ରୀଙ୍କ ସାକ୍ଷାତ ହୋଇଛି । ଏହି ମାମଲାରେ ଏଲଏସିରେ ଭାରତ ସୀମା ଲଂଘନ କରିନାହିଁ ଭାରତ କହିଛି । ଏହା ସହ ଚୀନ ସେନାର ମୁତୟନ ବଢ଼ିବା ନେଇ ପ୍ରଶ୍ନ କରାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0