spot_img

ଆସନ୍ତା ୧୪ରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେଉଛି । ଏହି ଦିନ ଦଳର ରାଜ୍ୟସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି ବିଜେଡି । ଏ ନେଇ ବିଜେଡି ପକ୍ଷରୁ ୩ ଧାଡିଆ ହ୍ୱିପ ଜାରି କରାଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ ଗୃହକାର୍ଯ୍ୟ ପାଇଁ ଏହି ହ୍ୱିପ ଜାରି କରାଯାଇଛି । ଆସନ୍ତା ୧୪ ତାରିଖରେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ହେବ । ଏଥିପାଇଁ ଏନଡିଏ ପକ୍ଷରୁ ଜେଡୟୁର ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ଆରଜେଡିର ମନୋଜ ଝା ନିର୍ବାଚନ ଲଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular