ଆଜି ରାଜ୍ୟରେ ସର୍ବାଧିକ ୪୦୬୧ଜଣ ସୁସ୍ଥ ହୋଇଛନ୍ତି । କରୋନାରୁ ଏଯାବତ୍ ସୁସ୍ଥ ହେଲେଣି ୧ଲକ୍ଷ ୧୨ ହଜାର ୬୨ କୁ ବୃଦ୍ଧି । ଖୋର୍ଦ୍ଧାରୁ ସର୍ବାଧିକ ୭୪୪ସୁସ୍ଥ ହୋଇଥିବାବେଳେ କଟକ ୪୨୫ ବାଲେଶ୍ୱର ୧୮୭,ସୁନ୍ଦରଗଡ ୨୬୭ ,ଗଂଜାମ ୧୫୭ ,ମୟୁରଭଂଜ ୨୪୦,କନ୍ଧମାଳ ୩୨ ବୈାଦ୍ଧ ୩୧ ,ପୁରୀ ୧୩୨,ବରଗଡ ୨୪୪.କେନ୍ଦ୍ରାପଡା ୧୭୯.ଯାଜପୁର ୧୮୫ ଅନୁଗୁଳୁ ୧୬୭



Visitors Today : 2
Total Visitors : 130171
Total Views : 9891617
Visitors Online Now : 0