କନ୍ୟା ସନ୍ତାନର ଜନକ ହେଲେ ବରିଷ୍ଠ ରାଜନେତା ତଥାଗତ ଶତପଥୀ । ୧୪ବର୍ଷର ଗୋଟିଏ ସନ୍ତାନ ପରେ ପୁଣିଥରେ କନ୍ୟା ସନ୍ତାନର ପିତା ହୋଇଛନ୍ତି ତଥାଗତ ଶତପଥୀ । ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦୀନି ଶତପଥୀଙ୍କ ପୁଅ ତଥାଗତ ଶତପଥୀ । ଦ୍ୱିତୀୟ ଥର ବାପା ହେବା ନେଇ ଟ୍ୱିଟ୍ ଯୋଗେ ସୁଚନା ଦେଇଛନ୍ତି ।

Visitors Today : 2
Total Visitors : 130224
Total Views : 9891698
Visitors Online Now : 0