spot_img

ବିଜେତା ଦେଖିବାକୁ ଚାହାନ୍ତି କେଭିନ ପିଟରସନ

ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଆଇପିଏଲର ୧୩ତମ ସଂସ୍କରଣର ଟ୍ରଫି ବିଜେତା ଭାବେ ଦେଖିବାକୁ ଚାହାଁନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ।
ପିଟରସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିବା ସହ କ୍ରିକେଟ ଫେରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏଥିସହିତ ଆଇପିଏଲ ୨୦୨୦ ଚମ୍ପିଆନ ଟିମ ନେଇ ପୂର୍ବାନୁମାନ କରିଛନ୍ତି । “କିଏ ଜିତିବ ଆଇପିଏଲ ୨୦୨୦ ?” ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଜିତିବା ନେଇ ସେ ଆଶାବାଦୀ ବୋଲି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular