ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଚିଟଫଣ୍ଡ ମାମାଲାରେ ସେ ୨୦୧୯ ରୁ ଜେଲରେ ଥିଲେ । ତାଙ୍କ ନାଁ ଯୁଗଳ ଖଣ୍ଡୁଆଳ । ସୂଚନା ମୁତାବକ, ତାଙ୍କୁ ଜ୍ୱର ହେବାରୁ ୧୩ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଉ ମୃତ୍ୟୁ ପରେ ସେ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0