spot_img

ପୁଣି ଜବତ ହେଲା ଶହେ କିଲୋ ଗଞ୍ଜେଇ

କନ୍ଧମାଳ: ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ଏଭଳିସ୍ଥିତିରେ ନୂଆଗାଁ ପୁଲିସ ପୁଣି ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ଶହେ କେଜିରୁ ଅଧିôକା ଗଞ୍ଜେଇ ଜବତ କରିଛି ।
ସୂଚନାକ୍ରମେ, ରାଜ୍ୟ ବାହାରକୁ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ପୁଲିସ ସୂଚନା ପାଇଥିଲା । ସୂଚନା ଆଧାରରେ ପୁଲିସ କାରରୁ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହ ପୁଲିସ କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular