ଗାଜିୟାବାଦ: ଉତ୍ତର ପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ କୌଶାମ୍ବୀ ରୁ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କଲ୍ୟାଣ ସିଂହ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଯଶୋଦା ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନହେବାରୁ ତାଙ୍କୁ ଗାଜିଆବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତୀ କରାଯାଉଥିଲା । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୫.୧୫ ମିନିଟ ସମୟରେ କଲ୍ୟାଣ ସିଂହଙ୍କୁ ଲକ୍ଷ୍ନୌ ଆନ୍ତର୍ଜାତୀୟ ରେସ୍କୁ୍ୟ ସର୍ଭିଶେସ ପ୍ରାଇଭେଟ ଲିମିଟେଡ଼ର ଏକ ଏୟାର ଆମ୍ବୁଲାନ୍ସ ଦ୍ୱାରା କଲ୍ୟାଣ ସିଂହଙ୍କୁ ଭର୍ତ୍ତୀ କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0